Categories: Video

Cine Jhalak: Ranu Mondal trolled again । ସିନେ ଝଲକ – ପୁଣି ଟ୍ରୋଲ ହେଲେ ରାନୁ ମଣ୍ଡଳ

In this fresh episode of Cine Jhalak, Dharitri Live brings you why Big B is distancing himself from movies, the actresses who changed their names before, will also tell you why Ranu Mondal was trolled on social media and reveal if Salman Khan wanted to marry Juhi Chawla.

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା କାହିଁକି ଫିଲ୍ମରୁ ନିଜକୁ ଦୂରେଇଲେ ବିଗ ବି ଅମିତାଭ ବଚ୍ଚନ। ଅପକମିଂ ଫିଲ୍ମ ଗୁଡ୍ ନ୍ୟୁଜ୍ ଲାଗି କେତେ ପ୍ରିପାୟାର କରିନା କପୁର। ବଲିଉଡରେ ଏଣ୍ଟ୍ରୀ କରିବା ଲାଗି କେଉଁ ହିରୋଇନ୍ ନିଜ ନାଁ ବଦଳାଇ ଦେଇଥିଲେ। ପୁଣି ଟ୍ରୋଲର ଶିକାର ହେଲେ ରାନୁ ମଣ୍ଡଳ। କଣ ଚୁଲବୁଲି ନାୟିକା ଜୁହି ଚାୱାଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ ।