Categories: Video

Cine Jhalak: Sara refuses to Kartik । ସିନେ ଝଲକ: କାର୍ତ୍ତିକଙ୍କୁ ମନା କଲେ ସାରା

In this fresh episode of Cine Jhalak, we have brought you why Sara Ali Khan refuses to work with Kartik Aaryan, the return of Desi Girl Priyanka Chopra in Hindi movies, inclusion of Mission Mangal in Rs 200 crore club and casting of star kid Ananya Pandey alongside Ishaan Khattar in ‘Khali Pili’.

‘ସିନେ ଝଲକ’ରେ ଆମେ ବଲିଉଡ ଅପଡେଟ୍ସ ,ଷ୍ଟାର ଗସିପ ଓ ୱାର ବାବଦରେ ଜାଣିବା । ଆଜି ଆମେ ଦେଖିବା ସୈଫ୍ ତନୟା ସାରା ଅଲ୍ଲୀ ଖାନ୍ କାହିଁକି ମନା କରୁଛନ୍ତି କାର୍ତ୍ତିକଙ୍କ ସହ କାମ କରିବାକୁ । ଅନେକ ଦିନର ବ୍ରେକ ପରେ ଦେଶୀ ଗର୍ଲଙ୍କ ବଲିଉଡକୁ କରିବେ କମବ୍ୟାକ୍ । ୨୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’। ଅପକମିଂ ଫିଲ୍ମ ‘ଖାଲି ପିଲି’ରେ ଷ୍ଟାରକିଡ ଅନନ୍ୟାଙ୍କ ସହ ନଜର ଆସିବେ ଇଶାନ ଖଟ୍ଟର।