Posted inଜାତୀୟ

ସିଆଇଏସଏଫ ଯବାନଙ୍କୁ ଥାପଡ ମାରିଲେ ସ୍ପାଇସଜେଟ କ୍ର୍ୟୁ ମେମ୍ବର!

ନୂଆଦିଲ୍ଲୀ,୧୧।୭: ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟର ଜଣେ କର୍ମଚାରୀ ଜଣେ ସିଆଇଏସଏଫ ଯବାନଙ୍କୁ ଚାପୁଡ଼ା ମାରଛନ୍ତି। ଏହି ଘଟଣା ଜୟପୁର ବିମାନବନ୍ଦରରୁ ଖବର ଦିଆଯାଉଛି ଯେଉଁଠାରେ ସୁରକ୍ଷା ଯାଞ୍ଚକୁ ନେଇ କର୍ମଚାରୀ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଯବାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଏୟାରଲାଇନ୍ସ କମ୍ପାନୀର ଷ୍ଟାଫ ତାଙ୍କୁ ଜୋରରେ ଚାପୁଡ଼ା ମାରଥିଲେ। ପୋଲିସ ଏବଂ ସିଆଇଏସଏଫ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସ୍ପାଇସଜେଟ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ଏହି ମାମଲା ସହ ଜଡିତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନର ଖାଦ୍ୟ ସୁପରଭାଇଜର ଅନୁରାଧା ରାନୀ ସକାଳ ପ୍ରାୟ ୪ଟା ସମୟରେ ଅନ୍ୟ କର୍ମଚାରୀଙ୍କ ସହ ଫାଟକ ଦେଇ ବିମାନବନ୍ଦରରେ ପ୍ରବେଶ କରୁଥିବାବେଳେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର (ଏଏସଆଇ) ଗିରିରାଜ ପ୍ରସାଦ ସେମାନଙ୍କୁ ବୈଧ ଅନୁମତି ନ ନେଇ ଗେଟ ବ୍ୟବହାର କରିଥଇବାରୁ ସେମାନଙ୍କୁ ଅଟକାଇ ଦେଇଥିଲେ।
ସିଆଇଏସଏଫ ଅଧିକାରୀ ଅନୁରାଧା ରାନୀଙ୍କୁ ବିମାନ ଚଳାଚଳ ପାଇଁ ନିକଟ ପ୍ରବେଶ ଦ୍ୱାରରେ ସ୍କ୍ରିନିଂ କରିବାକୁ କହିଥିଲେ, କିନ୍ତୁ ସେତେବେଳେ କୌଣସି ମହିଳା ସିଆଇଏସଏଫ କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର ଦରମା, ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଫ୍ଲାଟ୍‌ ଉପହାର ଦେଲେ ଯୁବକ: ଜାଣନ୍ତୁ କେମିତି

ମୁମ୍ବାଇ, ୨୭ା୧୨:ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ବାସିନ୍ଦା ହର୍ଷଲ କୁମାର କ୍ଷୀରସାଗର(୨୩) ମାସିକ ୧୩ ହଜାର ଟଙ୍କା ରୋଜଗାର କରୁଥିବାବେଳେ ୨୧ କୋଟି ୫୯ ଲକ୍ଷ ଟଙ୍କାର...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍‌ଏସିରେ କରୁଛି ଏମିତି କାମ

ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ...

ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୨୭ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କୁ...

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ...

ପାକିସ୍ତାନର ଏହି ଗାଁରେ ଜନ୍ମ ନେଇଥିଲେ ମନମୋହନ, ଏବେ ତାଙ୍କ ନାମରେ ନିର୍ମାଣ ହୋଇଛି ସ୍କୁଲ; ପ୍ରଧାନମନ୍ତ୍ରୀ ହେବା ପରେ…

ନୂଆଦିଲ୍ଲୀ,୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ...

ମନମୋହନ ସିଂ: ଭାରତର ଦିଗ ବଦଳାଇଥିବା ସରଳ ନେତା

ନୂଆଦିଲ୍ଲୀ,୨୬ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂ ଜଣେ ମହାନ ଅର୍ଥନୀତିଜ୍ଞ ଏବଂ ସରଳତାରେ ପରିପୂର୍ଣ୍ଣ ନେତା ଥିଲେ। ୧୯୯୧ ରେ, ସେ ପ୍ରଧାନମନ୍ତ୍ରୀ...

ମନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ମନମୋହନଙ୍କ ପରଲୋକରେ ଶୋକର ଛାୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri