ଜଳବାୟୁ ପରିବର୍ତ୍ତନ ପ୍ରଭାବ: ପ୍ରତିବର୍ଷ ୮୧ ବିଲିୟନ ଡଲାର ସାମୁଦ୍ରିକ କାରବାର ସଙ୍କଟରେ…

ଓ୍ବାଶିଂଟନ,୨୭।୭ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବନ୍ଦରଗୁଡିକ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି। ବିଶ୍ୱର ୮୦ ପ୍ରତିଶତ ବାଣିଜ୍ୟ ବନ୍ଦର ମାଧ୍ୟମରେ ହୋଇଥାଏ । ଅନେକ ବନ୍ଦର ବିପର୍ଯ୍ୟୟ ଯୋଗୁ ବ୍ୟାଘାତର ସମ୍ମୁଖୀନ ହୋଇଥାନ୍ତି। ଫଳସ୍ବରୂପ ଆର୍ଥିକ କ୍ଷତି ହୋଇଥାଏ।

ଅକ୍ସଫୋର୍ଡର ପରିବେଶ ପରିବର୍ତ୍ତନ ପ୍ରତିଷ୍ଠାନର ନୂତନ ଅନୁସନ୍ଧାନ ଚେତାବନୀ ଦେଇଛି ପ୍ରତିବର୍ଷ ୧୨୨ ବିଲିୟନ ଡଲାରରୁ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ୮୧ ବିଲିୟନ ଡଲାରର ଅନ୍ତର୍ଜାତୀୟ ବାଣିଜ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ସଙ୍କଟରେ ରହିଛି। ଉତ୍ତର ୟୁରୋପ, ପଶ୍ଚିମ ଆମେରିକା, ଦକ୍ଷିଣ ଅଷ୍ଟ୍ରେଲିଆ, ମଧ୍ୟ ପୂର୍ବ ଏବଂ ପଶ୍ଚିମ ଆଫ୍ରିକାର କିଛି ଅଂଶ ପୂର୍ବ ଏସୀୟ ବନ୍ଦର ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି ପ୍ରଭାବ ଯୋଗୁ ବିଶେଷ ଅସୁରକ୍ଷିତ ହୋଇଥାନ୍ତି।

ଅଧ୍ୟୟନ ଅନୁଯାୟୀ, ବନ୍ଦରଗୁଡିକ ଋତୁ ପରିବର୍ତ୍ତନ ସହିତ ଖାପ ଖୁଆଇ କାର୍ଯ୍ୟ କରିଥାନ୍ତି। ଝଡ଼, ବନ୍ୟା ଏବଂ ଅନ୍ୟାନ୍ୟ ଜଳବାୟୁ ପରିସ୍ଥିତି ଦ୍ୱାରା ବନ୍ଦରରେ ହୋଇଥିବା କ୍ଷୟକ୍ଷତିର ମୂଲ୍ୟ ପ୍ରାୟ ୮ ବିଲିୟନ ଡଲାର ଅଟେ।

ଯଦି ଆମ ପୃଥିବୀ ଏହିପରି ଉତ୍ତାପ ଜାରି ରହେ, ତେବେ ଶୀଘ୍ର ଦୁନିଆରେ ବିପର୍ଯ୍ୟୟ ଘଟିବ। ଏହି କାରଣରୁ ଜଳବାୟୁ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ନଷ୍ଟ ହୋଇପାରେ। ଏହା ବିଶ୍ୱ ଜଳବାୟୁ ପାଇଁ ବିପଦଜନକ ହେବ। ନିକଟରେ ନେଚର ପତ୍ରିକାରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ଆଟଲାଣ୍ଟିକ ମେରିଡେନାଲ ଓଭରଟର୍ନିଂ କରେଣ୍ଟ, ଯେଉଁଥିରୁ ଗଲ୍ଫ ଷ୍ଟ୍ରିମ ଏକ ଅଂଶ, ଶତାବ୍ଦୀର ମଧ୍ୟଭାଗରେ କିମ୍ବା ୨୦୨୫ ମସିହାରୁ ଭୁଶୁଡି ପଡିପାରେ। ଆମେରିକା, ଚାଇନା, ଭାରତ କିମ୍ବା ରୁଷିଆରେ ହେଉ ବୋଲି କାଠ ହୋଲ ଓସେନୋଗ୍ରାଫିକ ପ୍ରତିଷ୍ଠାନର ସଭାପତି ପିଟର ଡି ମେନୋକାଲ କହିଛନ୍ତି। ପୃଥିବୀର ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri