Categories: ରାଜ୍ୟ

କେନ୍ଦ୍ରାପଡାରେ ମଦ ବିକ୍ରି ବନ୍ଦ

କେନ୍ଦ୍ରାପଡା,୧୬।୧: ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ। ବିକ୍ରି ସହ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଜିଲାପାଳ ଅମ୍ରିତ ଋତୁରାଜ । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ।

Share