Categories: ଜାତୀୟ

ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲରଙ୍କୁ ଭେଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୪: ରାଜଧାନୀର ଜନ୍ତର ମନ୍ତରରେ ଡବ୍ଲୁଏଫଆଇର ଅଧ୍ୟକ୍ଷ ଓ କୋଚଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲରଙ୍କୁ ସମର୍ଥନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜନ୍ତର ମନ୍ତର ଯିବେ। ଶନିବାର ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ଆତିଶି ଶୁକ୍ରବାର ଜନ୍ତର ମନ୍ତର ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା।

Share