Posted inଜାତୀୟ

ବାବରି ମସଜିଦ ନୁହେଁ, ଆମକୁ ଦରକାର ରାମ ଜନ୍ମଭୂମି: ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪ ।୩: ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କର୍ନାଟକରେ କନକଗିରିରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଶାସନ କ୍ଷମତା ଦେବାକୁ ଅପିଲ କରି କହିଛନ୍ତି, ଆମକୁ ଏବେ ବାବରି ମସଜିଦ ନୁହେଁ, ରାମ ଜନ୍ମଭୂମି ଦରକାର । ଆମକୁ ଭାଜପାକୁ ଶାସନ କ୍ଷମତାକୁ ଆଣିବା ଦରକାର । ଭାଜପା ନେତା ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ମଧ୍ୟ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ରାହୁଲ ଗାନ୍ଧୀ କେବେବି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ହିମନ୍ତ ବିଶ୍ୱ ସରମା ସୋମବାର କର୍ନାଟକରେ ଭାଜପାର ବିଜୟ ସଂକଳ୍ପ ଯାତ୍ରା ସମୟରେ କନକଗିରିରେ ଏହା କହିଛନ୍ତି ।
ସେ ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ରାହୁଲ ଲଣ୍ଡନରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି, ହେଲେ ମୁଁ ତାଙ୍କୁ କହୁଛି ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଆପଣ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Chamoli Glacier Burst: ଚମୋଲି ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ, ୪୯ ଜଣଙ୍କର ଚାଲିଛି ଚିକିତ୍ସା, ୫ ଏବେବି ନିଖୋଜ

ଡେରାଡୁନ,୧।୩: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଦୁର୍ଘଟଣାରେ ୫୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ୫୦ ଜଣ ଶ୍ରମିକଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ବାକି ସମସ୍ତ...

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ Laptop: ଜାଣନ୍ତୁ ଏଥିରେ କ’ଣ ଅଛି ଖାସ୍‌

ନୂଆଦିଲ୍ଲୀ,୧।୩: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଏକ Laptop ବ୍ୟବହାର କରୁଥିବାର ଦେଖାଯାଉଛି। ଏହି Laptop ଭାରତରେ...

ଛାଡପତ୍ର ପରେ ଶ୍ୱଶୁରଙ୍କୁ ଭରଣପୋଷଣ ଟଙ୍କା ମାଗିପାରିବେ କି ବୋହୂ, ନିୟମ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧।୩: ଭାରତ ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ଛାଡପତ୍ରର ସଂଖ୍ୟା ସବୁଠାରୁ କମ। ଯଦି ଆମେ ପରିସଂଖ୍ୟାନ ଆଧାରରେ କଥା ହେବା, ତେବେ ୧୦୦...

ଆପ୍‌ ଅଫିସ୍‌ରେ ପଡ଼ିଲା ତାଲା: ୪ ମାସ ହେବ ଭଡ଼ା ନ ଦେବାରୁ…

ଭୋପାଳ,୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଏହି ପରାଜୟର ପ୍ରଭାବ ଅନ୍ୟ ରାଜ୍ୟରେ...

ପାସ୍‌ପୋର୍ଟର ନିୟମ ବଦଳାଇଲେ ସରକାର, ପରିଚୟ ପାଇଁ କେବଳ ଦରକାର ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ,୧।୩: ପାସ୍‌ପୋର୍ଟ ହେଉଛି ଏକ ଡକ୍ୟୁମେଣ୍ଟ ଯାହା ଜଣେ ବ୍ୟକ୍ତିଙ୍କ ପରିଚୟ ଏବଂ ଜାତୀୟତାକୁ ପ୍ରମାଣିତ କରେ। ବିଦେଶ ଯାତ୍ରା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

Gold Rate: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ୧୬୦୦ଟଙ୍କା ଖସିଲା ସୁନାଦର

ନୂଆଦିଲ୍ଲୀ,୧।୩: ଶେୟାର ବଜାରରେ ବଡ଼ ହ୍ରାସ ସହିତ, ଏବେ ସୁନା ମୂଲ୍ୟରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳୁଛି। ଗତ ତିନି ଦିନ ମଧ୍ୟରେ ସୁନା...

ଦିଲ୍ଲୀ ପୋଲିସର ଅଜବ ଅଫର: ୨ ଦିନ ବିନା ହେଲମେଟରେ ଗାଡି ଚଳାଇଲେ କଟିବନି ଚାଲାଣ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ପୋଲିସ ଭାରତର ସବୁଠାରୁ ସ୍ମାର୍ଟ ପୋଲିସ ବାହିନୀ ମଧ୍ୟରୁ ଗୋଟିଏ। ସୋସିଆଲ ମିଡିଆରେ ମଧ୍ୟ ସମାନ କଥା ଦେଖାଯାଉଛି। କେହି ପୋଲିସ ଷ୍ଟେଶନକୁ...

Chamoli Glacier Burst:ବଦ୍ରିନାଥରେ ହିମସ୍ଖଳନ: ଏବେ ବି ଫସିଛନ୍ତି ୨୨ ଶ୍ରମିକ

ଡେରାଡୁନ୍‌,୧।୩: ଉତ୍ତରାଖଣ୍ଡର ବଦ୍ରିନାଥ ନିକଟ ଚମୋଲିରେ ପ୍ରବଳ ତୁଷାରପାତ ହୋଇଛି। ବଦ୍ରିନାଥର ସୀମାନ୍ତ ମାନା ଗାଁ ନିକଟରେ ଏକ ହିମସ୍ଖଳନ ଯୋଗୁ ଫସି ରହିଥିବା ୫୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image