କୋଡ ନାମ-ଚାଇନା ଟାଉନ, ଚାଇନା ହ୍ବାଇଟ! ଚାଇନାର ଏହି ଡ୍ରଗ୍ସରେ ଆମେରିକାରେ ଗଲା ୭୦ ହଜାର ଲୋକଙ୍କ ଜୀବନ

ଓ୍ବାଶିଂଟନ,୧୮।୧୧: ଫେଣ୍ଟାନିଲ ନାମକ ଡ୍ରଗ୍ସ ଉତ୍ପାଦନ ବନ୍ଦ କରିବାକୁ ଚାଇନା ପଦକ୍ଷେପ ନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ଫେଣ୍ଟାନିଲ ହେଉଛି ଏକ ସିନ୍ଥେଟିକ ଓପିଓଏଡ, ଯାହା ଗତ ବର୍ଷ ୭୦ହଜାର ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲା। ତଥ୍ୟ ଅନୁଯାୟୀ, କେବଳ ସାନ ଫ୍ରାନ୍ସିସ୍କୋରେ ଚଳିତ ବର୍ଷ ୬୧୯ ଓପିଓଏଡ ସମ୍ବନ୍ଧୀୟ ମୃତ୍ୟୁ ଘଟିଛି, ଯାହାର ଅଧିକାଂଶ ଅଂଶ ଫେଣ୍ଟାନିଲ ସହିତ ଜଡିତ। ଏହି ଡ୍ରଗ୍ସର କୋଡ ନାମ ହେଉଛି ‘ଚାଇନା ଟାଉନ, ଚାଇନା ହ୍ବାଇଟ’।

ସାନ ଫ୍ରାନ୍ସିସ୍କୋର ହେଡ ମେଡିକାଲ ଟେଷ୍ଟିଂ କାର୍ଯ୍ୟାଳୟ ଅନୁଯାୟୀ, କେବଳ ୨୦୨୨ରେ ଫେଣ୍ଟାନିଲ ଯୋଗୁଁ ୬୪୭ଜଣଙ୍କର ମୃତ୍ୟୁ ଘଟିଛି। ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସିନ୍ଥେଟିକ ଓପିଓଏଡ ଓଭରଡୋଜରୁ ପ୍ରତିବର୍ଷ ହଜାର ହଜାର ଲୋକଙ୍କର ମତ୍ୟୁ ହେଉଛି।
ଗୁରୁବାର (ନଭେମ୍ବର 1୬), ସାନ ଫ୍ରାନ୍ସିସ୍କୋରେ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀ (ଏପିଇସି) ପରିସରରେ ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ସେ ଚାଇନା ସହିତ ଉଚ୍ଚ ସ୍ତରୀୟ ସେନା ଆଲୋଚନା ଆରମ୍ଭ କରିବା ବିଷୟରେ କହିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ବନ୍ଧୀୟ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଆକଳନ : ମେ-ଜୁନରେ ଅନ୍ଧାର ହୋଇଯିବ ସାରା ଦେଶ! ବହିବ ଭୟଙ୍କର ଲୁ

ନୂଆଦିଲ୍ଲୀ,୮।୪: ଭାରତରେ ଆସନ୍ତା ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସଙ୍କଟ ଦେଖାଦେଇପାରେ ବୋଲି ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ନ୍ୟାଶନାଲ ଲୋଡ ଡିସପାଚ ସେଣ୍ଟର (ଏନଏଲଡିସି)...

ଓଡିଶାର ପ୍ରମୁଖ ଶକ୍ତିପୀଠକୁ ନେଇ ହେବ ଶକ୍ତି କରିଡର: ଉପମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୮ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସରିଛି। ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌, ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା!

ଭୁବନେଶ୍ୱର,୮।୪: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ଼ ସୂଚନା । ପରବର୍ତ୍ତୀ କିସ୍ତି ଟଙ୍କା ପାଇଁ ହିତାଧିକାରୀମାନେ...

ମାତ୍ର ୪ ରନ୍‌ରେ ହାରିଗଲା କୋଲକାତା, ଜିତିଲା ଲକ୍ଷ୍ନୌ

ନୂଆଦିଲୀ,୮।୪: IPL ୨୦୨୫ର ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ୪ ରନ୍‌ରେ ପରାସ୍ତ କରିଛି। ଇଡେନ...

କେବେ ୫୬୦୦୦ ଖସିଯିବ ସୁନାଦର? ଜିଏସଟି ଓ ମେକିଂ ଚାର୍ଜ ମିଶିଲେ ଆସିବ ଏତିକି, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୪: ଭାରତ ସମେତ ସାରା ବିଶ୍ୱରେ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ସମୟରେ, ଏକ ଖୁସି ଖବର ମଧ୍ୟ ଆସିଛି ଯେ ଏବେ...

ବଲାଙ୍ଗୀର ତହସିଲ ଅଫିସ ମହିଳା କିରାଣୀ ଅସୁସ୍ଥ: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର,୮।୪: ବଲାଙ୍ଗୀର ତହସିଲ ଅଫିସର ଜଣେ ମହିଳା କିରାଣି ମଙ୍ଗଳବାର ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମହିଳା କର୍ମଚାରୀ...

ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌

ନୂଆଦିଲ୍ଲୀ,୮।୪: ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image