Categories: Video

Coir India– One stop furnishing solution | ଘରକୁ କରିବ ସୁନ୍ଦର – କଏର ଇଣ୍ଡିଆ

We all like to decorate our houses. However, running around shopping for stuff can be a big no-no for many. That’s where Coir India comes into picture. It offers a wide range of selections from various brands at a single place making life of customers easy. To top it off, the special offers and discounts ensure that you always get a good deal.

ଭୁବନେଶ୍ବରରେ ଥିବା “କଏର ଇଣ୍ଡିଆ, ଏ କମ୍ପଲିଟ୍ ଫର୍ଣ୍ଣିସିଂ ହାଉସ’’ରେ ଘର ସଜାଇବାର ସମସ୍ତ ସାମଗ୍ରୀ ଉପଲବ୍ଧ ହେଉଛି। ବେଡସିଟଠୁ ଆରମ୍ଭ କରି ଆକର୍ଷଣୀୟ କାର୍ପେଟ, ଡାଇନିଂ ସେଟ୍ ଆଉ ଆରାମଦାୟକ ବେଡ୍ ପୁଣି ତାହାସହ ମ୍ୟୁଜିକ୍ ପିଲୋ ସବୁକିଛି ମିଳୁଛି । ପୂଜାକୁ ନଜରରେ ରଖି ସୋ’ ରୁମ ତରଫରୁ ସ୍ପେଶାଲ ଅଫର ସହ ଡିସକାଉଣ୍ଟ ବି ରହିଛି । ଏହାଛଡ଼ା ଏଠାରେ ଆଉ କ’ଣ ସବୁ ଅଛି ଚାଲନ୍ତୁ ଦେଖିବା ଏହି ଭିଡ଼ିଓରେ ।