Categories: ଫୁରସତ

ବିଶ୍ୱର ସବୁଠୁ ଶୀତଳ ସ୍ଥାନ: ଗ୍ରୀଷ୍ମଋତୁରେ ବି ଏଠାରେ ମାଇନସ୍‌ ୬୦ ଡିଗ୍ରୀ ତାପମାତ୍ରା

ଗ୍ରୀଷ୍ମ ଋତୁରେ ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଥଣ୍ଡା ସ୍ଥାନକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଶିମ୍‌ଲା ହେଉ କି ମନାଲି ହେଉ, କିମ୍ବା ଉତ୍ତରାଖଣ୍ଡ ଏବଂ ଲେହ ଲଦାଖର ପର୍ବତ। ଆଜିକାଲି ସେଠାକୁ ବହୁ ଲୋକ ବୁଲିବାକୁ ଯାଉଛନ୍ତି। କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ଥଣ୍ଡା ସ୍ଥାନ କେଉଁଠି? ଏପରିକି ଲୋକେ ବରଫ ତରଳାଇ ପାଣି ପିଇଥାନ୍ତି। ଜାଣନ୍ତୁ ଏପରି ସ୍ଥାନ ସମ୍ପର୍କରେ…

ଓମୟାକନ୍‌ ହେଉଛି ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ। ଯାହାକି ରୁଷିଆରେ ଅବସ୍ଥିତ। ଏଠାରେ ତାପମାତ୍ରା ମାଇନସ୍‌ ୬୦ ଡିଗ୍ରୀକୁ ଖସିଆସେ। ଏହା ସତ୍ତ୍ୱେ ଏଠାରେ ପ୍ରାୟ ୫୫୦ ଲୋକ ବାସ କରନ୍ତି। ଏଠାରେ ଗରମ ଦିନରେ ତୁଷାରପାତ ହୋଇଥାଏ।

Share