୮ରେ ବନ୍ଦ ରହିବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,୬।୭: ରବିବାର ବିଶ୍ୱପ୍ରଶିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ୨ଦିନ ହେଉଥିବାରୁ ଜୁଲାଇ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ୮ ତାରିଖରେ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମଧ୍ୟ ବନ୍ଦ ରହିବ। ପୂର୍ବରୁ ୮ରେ ସମସ୍ତ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ରହିଥିଲା।

Share