ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଏହି ଦେଶ, ମାନିଲା ସବୁ ସର୍ତ୍ତ

ଓ୍ବାଶିଂଟନ୍‌,୨୮।୧: ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଟ୍ରମ୍ପ କ୍ଷମତାକୁ ଫେରିବା ପରେ, ଅନଧିକୃତ ପ୍ରବାସୀ ପ୍ରସଙ୍ଗ ପୁଣି ଥରେ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି। ଆମେରିକା ସରକାର ଏବେ ପ୍ରବାସୀମାନଙ୍କୁ ଦେଶାନ୍ତର କରିବାରେ ବ୍ୟସ୍ତ। ଟ୍ରମ୍ପଙ୍କ ଏହି ପଦକ୍ଷେପ ବିରୋଧରେ କଲମ୍ବିଆ ମୁଣ୍ଡ ଟେକିଲା ଏବଂ ନିଜ ଦେଶରେ ନିର୍ବାସନ ବିମାନକୁ ଅନୁମତି ଦେଲା ନାହିଁ।

କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲମ୍ବିଆ ଉପରେ ଶୁଳ୍କ ଏବଂ ଅନ୍ୟାନ୍ୟ କଟକଣା ଲଗାଇବାକୁ ଧମକ ଦେବା ପରେ କଲମ୍ବିଆ ଆମେରିକାର ସର୍ତ୍ତାବଳୀ ଅନୁଯାୟୀ ନିର୍ବାସନ ବିମାନଗୁଡ଼ିକୁ ଗ୍ରହଣ କରିବାକୁ ରାଜି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍‌-୧୦ରୁ ବାଦ୍‌ ପଡ଼ିଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା...

ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ ଅଡୁଆରେ ପଡ଼ିଲେ ଆମେରିକାବାସୀ, ଟମାଟୋ ସମେତ ଏହି ସବୁ ଜିନିଷ ହେବ ମହଙ୍ଗା

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶପଥ ନେବା ପରେ ତୁରନ୍ତ ଅନ୍ୟ ଦେଶଗୁଡ଼ିକ ସହିତ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି।...

ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ: ପ୍ରଭାବିତ ହେବେ ମଧ୍ୟବିତ୍ତ, ମହଙ୍ଗା ହୋଇଯିବ ଏସବୁ…

ନୂଆଦିଲ୍ଲୀ,୩।୨: ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର...

ଟ୍ରମ୍ପଙ୍କ ଧମକ ପରେ ପଛକୁ ଫେରିଲା ପାନାମା

ଓ୍ବାଶିଂଟନ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନିରନ୍ତର ଧମକ ଦେଉଛନ୍ତି। ଏବେ ତାଙ୍କର ଧମକର ପ୍ରଭାବ ପାନାମା ଉପରେ ପଡୁଥିବା ପରି ମନେ ହେଉଛି।...

ବଜେଟରେ ପଡ଼ୋଶୀ ଦେଶ ପାଇଁ ଟ୍ରେଜେରୀ ଖୋଲିଦେଲା ଭାରତ, ଏହି ଦେଶକୁ ଦେଲା ଅଧିକ

ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର କେନ୍ଦ୍ର ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୫୦,୬୫,୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।...

ଚାଇନାକୁ ଆଉ ଏକ ଝଟକା, ଟ୍ରମ୍ପଙ୍କ ଧମକ ପରେ ଏହି ଛୋଟ ଦେଶ ନେଲା ଆକ୍ସନ

ଓ୍ବାଶିଂଟନ,୩।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଚାଇନାର ଚିନ୍ତା ବୃଦ୍ଧି ପାଉଛି। ଆମେରିକା ଚାଇନାରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ...

ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ବର୍ବାଦ ହୋଇଯିବ ଆମେରିକା! ଲକ୍ଷ ଲକ୍ଷ ଡଲାର ବାଜିରେ…

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମେକ୍ସିକୋ, କାନାଡା ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛନ୍ତି। ତାଙ୍କର...

କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image