‘କଭି ଅଲବିଦା ନା କେହେନା’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି ହୋଇଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ତାଙ୍କୁ ପୋଲିସ ସେବା ଭବନରେ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅପରାହ୍ନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଗରିକା ସହଯୋଗ ପାଇଁ ପୋଲିସ ଅଧିକାରୀ, ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି। ପୋଲିସ ଚାକିରି ଜୀବନରେ ବଦଳି ହେବା ସ୍ବାଭାବିକ କଥା। ହେଲେ ପୁଣି ଦେଖାହେବ। ଏଣୁ ‘କଭି ଅଲବିଦା ନା କେହେନା’ ବୋଲି ସାଗରିକା କହିଛନ୍ତି।

Share