ଜିଲା ସଭାପତିଙ୍କ ନା ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର,୯।୬ (ବ୍ୟୁରୋ): କଂଗ୍ରେସ ଶୁକ୍ରବାର ରାଜ୍ୟର ୧୦ଟି ଜିଲାର ଜିଲା ସଭାପତିଙ୍କ ନା ଘୋଷଣା କରିଛି। ଏଆଇସିସି ପକ୍ଷରୁ ଜିଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା କରାଯାଇଛି। । କୋରାପୁଟ ଜିଲା ସଭାପତି ପଦରୁ ମିନାକ୍ଷୀ ବାହିନୀପତି ବାଦ ପଡ଼ ବାଦ ପଡ଼ିଛନ୍ତି । ମିନାକ୍ଷୀଙ୍କ ଜାଗାରେ ଦୁର୍ଗା ସାହୁଙ୍କୁ କୋରାପୁଟ ଜିଲା ସଭାପତି କରାଯାଇଛି ।
ସେହିପରି ନୂଆପଡାରେ ସୁରେଶ କୁମାର ଆଜାଦ, କେନ୍ଦୁଝରରେ ଆଡଭୋକେଟ୍‌ ମୋହନ ପରିଡା, ପୁରୀରେ ଜୟରାମ ପଟ୍ଟନାୟକ, ଭଦ୍ରକରେ ଆଶୋକ ଦାସ, ଅନୁଗୋଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଅସିଫ ଅଲି ଖାନ, ସୁନ୍ଦରଗଡ଼ରେ ଦନାର୍ଦ୍ଦନ ଦେହୁରୀ, ରାୟଗଡାରେ ବିଜୟ କୁମାର ଗମାଙ୍ଗୋ, ଦେବଗଡରେ ସେମ ହେମ୍ବ୍ରମଙ୍କୁ ଜିଲା ସଭାପତି ଦାୟିତ୍ୱ ଦିଆଯାଇଛି।

Share