ଭଣ୍ଡାରୀପୋଖରୀ ବିଧାନସଭା ଆସନ: ଆଗରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ

ଭୁବନେଶ୍ୱର,୪।୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ ଗଣନା ଆରମ୍ଭ ହୋଇଛି। ଭଣ୍ଡାରୀପୋଖରୀ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗୁଆ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ପଛରେ ରହିଛନ୍ତି ।

Share