କଂଗ୍ରେସର ଜିଲା ସଭାପତି ତାଲିକା ପ୍ରକାଶ: ଖୋର୍ଦ୍ଧାରୁ ସୁର, ଗଞ୍ଜାମରୁ ରମେଶ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟ କଂଗ୍ରେସର ୩୩ ସାଙ୍ଗଠନିକ ଜିଲା ସଭାପତି ନିଯୁକ୍ତି ବିଜ୍ଞପ୍ତି ରବିବାର ପ୍ରକାଶ ପାଇଛି।
ଅନୁଗୋଳ ପାଇଁ ବିପ୍ଳବ ଜେନା, ବଲାଙ୍ଗୀର ଦିଲ୍ଲୀପ କୁମାର ବେହେରା, ବରଗଡ଼, ନିହାର ମହାନନ୍ଦ, ବାଲେଶ୍ୱର ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ୱର ବିଶ୍ୱଜିତ୍‌ ଦାସ, ବୌଦ୍ଧ ନବକିଶୋର ମିଶ୍ର, କଟକ ମାନସ ଚୌଧୁରୀ, କଟକ ସିଟି ଗିରିବାଳା ବେହେରା, ଦେବଗଡ଼ ଉମାଶଙ୍କର ସାହୁ, ଢେଙ୍କାନାଳ ସରୋଜ ପଟ୍ଟନାୟକ, ଗଞ୍ଜାମ ରମେଶ ଚନ୍ଦ୍ର ଜେନା, ଗଜପତି ଦାଶରଥି ଗମାଙ୍ଗୋ, ଜଗତସିଂହପୁର ନଟବର ବାରିକ, ଯାଜପୁର ମନୋଜ କୁମାର ରାଉତ, ଝାରସୁଗୁଡ଼ା ଭରତ ଅବସ୍ତି, କନ୍ଧମାଳ ଅନାମ ନାୟକ, କେନ୍ଦ୍ରାପଡ଼ା ଅଂଶୁମାନ ମହାନ୍ତି, କେନ୍ଦୁଝର ବିପ୍ଳବ ମିଶ୍ର, ଖୋର୍ଦ୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ ମିନାକ୍ଷୀ ବାହିନୀପତି, ମୟୂରଭଞ୍ଜ ହେମନ୍ତ ଦାସ, ମାଲକାନଗିରି ଗୋବିନ୍ଦ ପାତ୍ର, ନବରଙ୍ଗପୁର ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ ରଞ୍ଜିତ ଦାସ, ନୂଆପଡ଼ା ଘାସିରାମ ମାଝି, ପୁରୀ ଅଜିତ୍‌ ମଙ୍ଗରାଜ, ରାଉରକେଲା ଜର୍ଜ ତିର୍କି, ରାୟଗଡ଼ା ଦୁର୍ଗାପ୍ରସାଦ ପଣ୍ଡା, ସମ୍ବଲପୁର ଅଶ୍ୱିନୀ ଗୁରୁ, ସୁବର୍ଣ୍ଣପୁର ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ଼ ବେଣୁମାଧବ ତ୍ରିପାଠୀ, କଳାହାଣ୍ଡି ଭାରତ ଭୂଷଣ ବେମାଲ ନିଯୁକ୍ତି ହୋଇଛନ୍ତି।

Share