Advertisement

ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟଲଲ୍ଲୁ

ଭୁବନେଶ୍ୱର,୧୨।୩: ତାରା ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ। ତାରାଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଜୟ। ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ଧନ୍ୟବାଦ ଜଣାଇଲେ। କିଛି ସମୟ ପରେ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ତାରା ବାହିନୀପତି।
ଅନ୍ୟପକ୍ଷେ, କଂଗ୍ରେସ ବିଧାୟକ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ଭାଜପାର ଗଣତନ୍ତ୍ର ଏବଂ ଓଡ଼ିଆ ଅସ୍ମିତା ଅନେକ ସମୟରେ ମୁଁ ପ୍ରଶ୍ନ ପଚାରିଥିଲି, ତାଙ୍କୁ ବାଣ ଭଳିଆ ଭେଦିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share