ମମିତା ମୃତ୍ୟୁ ମାମଲା: ଗଜପତିରେ କଂଗ୍ରେସର ହରତାଳ

ପାରଳାଖେମୁଣ୍ଡି,୧୨ା୧୧(ଡି.ଏନ୍‌.ଏ.): ମମିତା ମେହେର ମୃତ୍ୟୁ ମାମଲାରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଗଜପତି ଜିଲାରେ କଂଗ୍ରେସର ଏହି ହରତାଳ ପ୍ରଭାବ ଶୂନ୍ୟ ରହିଛି। ପ୍ରାୟତଃ ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ବସ୍‌ ଚଳାଚଳ ସ୍ବାଭାବିକ ରହିଛି। ଅନ୍ୟ ଅନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଛି।

Share