ଟପ୍‌ଲେସ୍‌ ଫଟୋ ପୋଷ୍ଟ କରି ବିବାଦକୁ ଆସିଥିଲେ ଏହି ପର୍ନଷ୍ଟାର: ରହସ୍ୟଜନକ ଭାବେ ଘରୁ ମିଳିଲା ମୃତଦେହ

କାଲିଫର୍ନିଆ,୧୨ା୬: ୩୦୦ରୁ ଅଧିକ ପର୍ନ ଫିଲ୍ମରେ କାମ କରିଥିବା ଡାକୋଟା ସ୍କାଏଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ୨୭ ବର୍ଷୀୟା ଡାକୋଟାଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ଯେତେବେଳେ ସ୍ବାମୀ ଘରେ ପହଞ୍ଚିଲେ ସେତେବେଳେ ଡାକୋଟାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଟପ୍‌ଲେସ୍‌ ପୋଜ୍‌ ଦେଇ ବିବାଦ ଘେରକୁ ଆସିଥିବା ଏହି ପର୍ନଷ୍ଟାରଙ୍କ ଏପରି ମୃତ୍ୟୁକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲସ୍‌ ଏଞ୍ଜେଲ୍‌ସସ୍ଥିତ ବାସଗୃହରେ ଡାକୋଟାଙ୍କ ମୃତଦେହ ମିଳିଛି। ଡାକୋଟାଙ୍କ ପ୍ରକୃତ ନାମ ଲରିନ୍‌ କେୟ ସ୍କାର୍ଟ ଥିଲା। ଡାକୋଟାଙ୍କ ସ୍ବାମୀ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ତେବେ ଡାକୋଟାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Share