Categories: ଜାତୀୟ

ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଜଣେ ଯବାନ ମୃତ

ଶ୍ରୀନଗର,୩୧।୧୦: ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଛନ୍ତି ଆଉଜଣେ ଯବାନ। ଜମ୍ମୁ କଶ୍ମୀରର ବରମୁଲ୍ଲା ଜିଲାରେ ଗୁଲାମ ମହମ୍ମଦ ଦାର ନାମକ ଯବାନଙ୍କୁ ତାଙ୍କ ଘରେ ପଶି ଗୁଳି କରିଛନ୍ତି ଆତଙ୍କବାଦୀ। ଗୁଳିମାଡରେ ଗୁଲାମ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

Share