କଲେଜ ଆଗରୁ ତମ୍ବା ନାଗ ଉଦ୍ଧାର

ସଜନାଗଡ଼,୧୮।୪(ଡି.ଏନ.ଏ.)-ନୀଳଗିରି କଲେଜ ସମ୍ମୁଖରେ ଶନିବାର ଅପରାହ୍ନରେ ଏକ ୫ଫୁଟ ଲମ୍ବର ତମ୍ବା ନାଗ ବୁଲୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଏନେଇ ସାପ ଧରାଳୀଙ୍କୁ ଲୋକେ ଖବର ଦେଇଥିଲେ। ସାପ ଧରାଳୀ ଶୁକ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ତମ୍ବାନାଗକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।