Categories: Video

Cops postpone wedding amid call of duty | କର୍ତବ୍ୟ ପାଇଁ ବିବାହ ଘୁଂଚାଇ ଦେଲେ ପୋଲିସ କର୍ମଚାରୀ

ନିଜ ପରିବାରକୁ ପର କରି ସେମାନେ ମାନବ ଜାତିର ସେବା ପାଇଁ ଦିନରାତି ଏକ କରିଦେଇଛନ୍ତି । ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା କର୍ମଚାରୀ । କରୋନା ଭଳି ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ସେମାନେ ନିଜ ବିବାହକୁ ସ୍ଥଗିତ ରଖି ଦେଇଛନ୍ତି।