Categories: ଜାତୀୟ

୨୫୦କୁ ଖସିଲା କୋର୍ବେଭାକ୍ସ

ନୂଆଦିଲ୍ଲୀ,୧୬।୫ : କୋର୍ବେଭାକ୍ସ ଭ୍ୟାକସିନ ଏଣିକି ୨୫୦ ଟଙ୍କାରେ ମିଳିବ। ପୂର୍ବରୁ ୮୪୦ ଟଙ୍କାରେ ମିଳୁଥିବା କୋର୍ବେଭାକ୍ସ ଟିକା ଦାମ ଏବେ ହ୍ରାସ କରାଯାଇଛି । ଏ ନେଇ ଭ୍ୟାକସିନ ନିର୍ମାତା କମ୍ପାନୀ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି।

 

Share