Categories: ଖେଳ

ଟି -୨୦ ବିଶ୍ୱକପରେ ଖେଳିବେ କରୋନା ପଜିଟିଭ୍‌ ଖେଳାଳି : ଆଇସିସି ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆରମ୍ଭ ହୋଇଛି। କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ବାହାରକୁ ଆସୁଛି। ଆଇସିସି ପକ୍ଷରୁ ବିଶ୍ୱକପକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କରୋନା ପଜିଟିଭ୍‌ ଖେଳାଳିଙ୍କୁ ଟି -୨୦ ବିଶ୍ୱକପ ମ୍ୟାଚରେ ଦଳରେ ଯୋଗଦେବାକୁ ଅନୁମତି ଦିଆଯିବ। ଚଳିତଥର ମୋଟ ୧୬ ଟି ଦଳ ଟି -୨୯ବିଶ୍ୱକପରେ ଭାଗ ନେଇଛନ୍ତି । ଏହି ଟୁର୍ନାମେଣ୍ଟର ସବୁଠାରୁ ବଡ ମ୍ୟାଚ ୨୩ ଅକ୍ଟୋବରରେ ମେଲବୋର୍ଣ୍ଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ।

Share