ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି। ଏହି ୧୦ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଏବଂ ଭଦ୍ରକ ଜିଲାରୁ ଜଣେ ଲେଖାଏ ମହିଳା ଅଛନ୍ତି। ସେହିପରି ନବରଙ୍ଗପୁର, ନୟାଗଡ ଏବଂ ଗଞ୍ଜାମରୁ ଜଣେ ଲେଖାଏ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅଧିକାଂଶ ମୃତକ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସରେ ପୀଡିତ ଥିଲେ। ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟରେ ମୋଟ ୧୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୬୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
Regret to inform of the demise of ten Covid positive patients while under treatment in hospitals.
1. A 52 year old Male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 6, 2020
6. A 54 year old male of Sundergarh district who was also suffering from Uncontrolled Diabetes.
7. A 55 year old male of Ganjam district who was also suffering from Relapsed Tuberculosis.
— H & FW Dept Odisha (@HFWOdisha) August 6, 2020
8. A 53 year old female of Bhadrak district who was also suffering from Diabetes & Hypertension.
9. A 61 year old male of Kandhamal district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 6, 2020