ଭୁବନେଶ୍ବର,୫।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୯୫ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୧୩୯ ରହିଛି। ସେହିପରି ୦-୧୮ ବର୍ଷ ମଧ୍ୟରେ ୫୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୧୧୭ରେ ପହଞ୍ଚିଛି।
Covid-19 Report For 4th July
New Positive Cases: 334
Of which 0-18 years: 53
In quarantine: 195
Local contacts: 139(Details of local contacts will be shared by concerned Dist)
1. Balasore: 2
2. Bhadrak: 2
3. Cuttack: 70
4. Jagatsinghpur: 6
5. Jajpur: 2
6. Kalahandi: 3— I & PR Department, Odisha (@IPR_Odisha) July 5, 2022
7. Khurda: 187
8. Koraput: 3
9. Mayurbhanj: 2
10. Nayagarh: 2
11. Nuapada: 4
12. Puri: 2
13. Rayagada: 1
14. Sambalpur: 7
15. Sonepur: 1
16. Sundargarh: 3
17. State Pool: 37New recoveries: 129
Cumulative tested: 32148205
Positive: 1291117
Recovered: 1280243
Active cases: 1695— I & PR Department, Odisha (@IPR_Odisha) July 5, 2022