ଭୁବନେଶ୍ବର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲାରୁ ସର୍ବାଧିକ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୮୬୦ରେ ପହଞ୍ଚିଛି।
Covid-19 Report For 11th April
New Positive Cases: 6
Of which 0-18 years: 2
In quarantine: 4
Local contacts: 2(Details of local contacts will be shared by concerned District)
1. Kendrapada: 1
2. Khurda: 2
3. Sambalpur: 3— I & PR Department, Odisha (@IPR_Odisha) April 12, 2022
New recoveries: 12
Cumulative tested: 30947344
Positive: 1287860
Recovered: 1278548
Active cases: 137— I & PR Department, Odisha (@IPR_Odisha) April 12, 2022