ଭୁବନେଶ୍ବର,୧୬।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୭୩୭ରେ ପହଞ୍ଚିଛି।
Covid-19 Report For 15th June
New Positive Cases: 41
Of which 0-18 years: 4
In quarantine: 24
Local contacts: 17(Details of local contacts will be shared by concerned District)
1. Balasore: 1
2. Bhadrak: 1
3. Cuttack: 5
4. Jagatsinghpur: 1
5. Khurda: 22
6. Puri: 1— I & PR Department, Odisha (@IPR_Odisha) June 16, 2022
7. Sambalpur: 2
8. Sundargarh: 2
9. State Pool: 6New recoveries: 30
Cumulative tested: 31912699
Positive: 1288737
Recovered: 1279381
Active cases: 177— I & PR Department, Odisha (@IPR_Odisha) June 16, 2022