CORONAVIRUS UPDATE: ପୁଣି ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ : ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଲା

ଭୁବନେଶ୍ୱର,୨୯।୪ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଁଚିଛି। ସେହି ବ୍ୟକ୍ତି ଜଣକ ଭୁବନେଶ୍ୱରର ମଧୂସୁଦନ ନଗରର ବାସିନ୍ଦା ହୋ‍ଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି। ପୂର୍ବରୁ ଉକ୍ତ ସ୍ଥାନରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏହି ବ୍ୟକ୍ତି ଆସିଥିବା ଜଣାଯାଇଛି।

Share