ବାଣ ଭିଡୁଥିଲେ ସ୍ବାମୀ-ସ୍ତ୍ରୀ: ଘଟିଲା ବିସ୍ଫୋରଣ

ନୟାଗଡ଼,୯।୧୧: ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଲଗାଁରେ ଶନିବାର ଏକ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଦମ୍ପତିଙ୍କୁ ଉଦ୍ଧାର କରି ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା ସ୍ଥିର! ନୂଆ ଓ୍ବାକଫ ବୋର୍ଡରେ ଶିୟା, ସୁନ୍ନିଙ୍କ ସହ ମହିଳା ବି ହେବେ ସାମିଲ

ନୂଆଦିଲ୍ଲୀ,୨।୪: ବୁଧବାର (୨ ଏପ୍ରିଲ) ଲୋକ ସଭାରେ ୱାକଫ ବିଲ ୨୦୨୪ ଉପସ୍ଥାପିତ ହୋଇଥିଲା। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ।...

୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ

ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ...

ଏମିତି କ’ଣ କହିଲେ ଅଖିଳେଶ, ଏକାଥରେ ଠିଆ ହୋଇଗଲେ ଶାହା

ନୂଆଦିଲ୍ଲୀ,୨।୪: ଲୋକ ସଭାରେ ବୁଧବାର ୱାକଫ ସଂଶୋଧନ ବିଲ ଉପସ୍ଥାପିତ ହୋଇଛି। ଏହି ସମୟରେ କଂଗ୍ରେସ ଏକ ବିରାଟ ହଙ୍ଗାମା ସୃଷ୍ଟି କରିଥିଲା। ଏହାକୁ ନେଇ...

ବକେୟା ଅର୍ଥ ମାଗିବାକୁ କେନ୍ଦ୍ର କରି ହଣାକଟା,୧୨ ଗୁରୁତର

ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଆତ୍ମସାତ୍‌: ଗିରଫ ହେଲେ ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ...

ଉପଖଣ୍ଡ ସରକାରୀ ଚିକିତ୍ସାଳୟ କେନ୍ଦ୍ର ପରିଦର୍ଶନ କଲେ ସିଡିଏମ୍‌ଓ

ଛତ୍ରପୁର,୨ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ଭବାନୀଶଙ୍କର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାର ଅଚାନକ ଛତ୍ରପୁର ଉପଖଣ୍ଡ ସରକାରୀ...

ବିରୋଧ ସତ୍ତ୍ୱେ ୪୦୦ ଏକର ଜଙ୍ଗଲ ସଫା କଲେ ତେଲଙ୍ଗାନା ସରକାର: ପରିବେଶବିତ୍‌ କ୍ଷୁବ୍ଧ

ହାଇଦ୍ରାବାଦ,୨।୪: ତେଲଙ୍ଗାନାର କଂଗ୍ରେସ ସରକାର ପକ୍ଷରୁ ହାଇଦ୍ରାବାଦର କାଞ୍ଚା ଗଛିବୋୱଲି ଅଞ୍ଚଳର ୪୦୦ ଏକର ଜମିରୁ ଗଛଲତା ହଟାଇ ସଫା କରାଯାଉଛି। ସରକାରଙ୍କ ଏହି ପଦକ୍ଷେପରେ...

ହାଇଓ୍ବା ଜବତ, ଜଣେ ଅଟକ

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପାଟଣା ରେଞ୍ଜ ଚାଙ୍ଗୁପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିବା ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image