୫-ଟି ସଚିବଙ୍କୁ ଭେଟିଲେ ସୁରେନ୍ଦ୍ର

ଗଞ୍ଜାମ, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚତ ଉପ ନଗରପାଳ ସୁରେନ୍ଦ୍ର ବାରିକି ଗୁରୁବାର ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଭୁବନେଶ୍ୱରଠାରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଏହି ସାକ୍ଷାତ ସମୟରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କିଭଳି ହେଇପାରିବ ସେ ସମ୍ପର୍କ ରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ସହର ଉନ୍ନତି ସାଙ୍ଗକୁ ସମସ୍ୟା ସମାଧାନ ଲାଗି ଉଦ୍ୟମ କରିବା ପାଇଁ ସଚିବ ପରାମର୍ଶ ଦେଇଥିଲେ।

Share