Categories: ଜାତୀୟ

ଦେଶରେ ଆଉ ୬୦୨ଟି କରୋନାର ନୂଆ ମାମଲା ରେକର୍ଡ, ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୧: ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି।
ମଙ୍ଗଳବାର ୫୭୩ଟି ନୂଆ ମାମଲା ରେକର୍ଡ ହୋଇଥିଲା। କରୋନାର ସବ-ଭାରିଆଣ୍ଟ ଜେଏନ.୧ଯୋଗୁ ଭାରତ ସମେତ ଅନ୍ୟାନ୍ୟ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଉଛି ।

Share