ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୩୩ ଜଣ ଅଛନ୍ତି। ଏହି ୩୮୭ ଜଣଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୮ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୦୮୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦୩୪୯୯୫ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ ହେଉଛି ୨୬୫୭।
Covid-19 Report For 16th November
New Positive Cases: 226
Of which 0-18 years: 33
In quarantine: 128
Local contacts: 98(Details of local contacts will be shared by concerned District)
1. Balasore: 10
2. Bargarh: 1
3. Bhadrak: 4
4. Boudh: 1
5. Cuttack: 15
6. Deogarh: 1— I & PR Department, Odisha (@IPR_Odisha) November 17, 2021
7. Dhenkanal: 1
8. Ganjam: 2
9. Jagatsinghpur: 4
10. Jajpur: 8
11. Kalahandi: 3
12. Kendrapada: 3
13. Khurda: 114
14. Koraput: 2
15. Malkangiri: 2
16. Mayurbhanj: 6
17. Nayagarh: 3
18. Puri: 1
19. Sambalpur: 7— I & PR Department, Odisha (@IPR_Odisha) November 17, 2021
20. Sundargarh: 11
21. State Pool: 27New recoveries: 236
Cumulative tested: 23006494
Positive: 1046088
Recovered: 1034995
Active cases: 2657— I & PR Department, Odisha (@IPR_Odisha) November 17, 2021