ଭୁବନେଶ୍ବର,୨୧।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୯୫୦ରେ ପହଞ୍ଚିଛି।
Covid-19 Report For 20th June
New Positive Cases: 53
Of which 0-18 years: 5
In quarantine: 33
Local contacts: 20(Details of local contacts will be shared by concerned District)
1. Balasore: 1
2. Cuttack: 4
3. Jagatsinghpur: 2
4. Jharsuguda: 1
5. Khurda: 32
6. Puri: 3— I & PR Department, Odisha (@IPR_Odisha) June 21, 2022
7. Sambalpur: 2
8. Sundargarh: 1
9. State Pool: 7New recoveries: 28
Cumulative tested: 31970167
Positive: 1288950
Recovered: 1279479
Active cases: 292— I & PR Department, Odisha (@IPR_Odisha) June 21, 2022