କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ତାର ତାଣ୍ଡବ ରଚୁଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଏବେ ସେଇ ଗୋଟିଏ ଖବର ସାମ୍ନାକୁ ଆସୁଛି ତା ହେଉଛି ଅକ୍ସିଜେନ୍ ଅଭାବ। ଅକ୍ସିଜେନ୍ ଅଭାବରୁ ଗଲା ଜୀବନ। ତେବେ ଏହି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।