ଓଡିଶାକୁ ରେମଡିସିଭର, ଫାଭିଫ୍ଲୁ ଭଳି ଔଷଧ କିଛି ମେଡିକାଲକୁ ଆସିସାରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ତେବେ କରୋନାର ଦୁଇଟି ମେଡିସିନ ବାହାରିଥିବା ବେଳେ ଏଥିରୁ ରେମଡେସିଭିର ମେଡିସିନ ରାଜ୍ୟର କେତେକ କୋଭିଡ୍ ହସ୍ପିଟାଲକୁ ଆସିଥିବା ବେଳେ ଖୁବ୍ ଶୀଘ୍ର ଏହା ବାକି ମେଡିକାଲମାନଙ୍କୁ ମଧ୍ୟ ଆସିଯିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।