କୋଭିଡ୍‌ ନିୟମ ଭାଙ୍ଗିଲେ ୫୦୦ ଜରିମାନା

ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସିକୁ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜରିମାନା ବିଏମ୍‌ସି ଧାର୍ଯ୍ୟ କରିଛି। ଘରୁ ବାହାରିଲେ ସଠିକ୍‌ ଭାବେ ମାସ୍କ ପିନ୍ଧିବା ସହ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ଏବଂ ଭିଡରୁ ଦୂରେଇ ରଖିବାକୁ ବିଏମ୍‌ସି କହିଛି।

Share