Posted inଖେଳ

ଏହି ଫିଲ୍ମ ବାରମ୍ଭାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ସେ। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍‌ ଏବେ ଆଇପିଏଲ୍‌ ଖେଳିବା ପାଇଁ ଦୁବାଇ ଯାଇଛନ୍ତି। ରୋହିତ ଯେତେବେଳେ ଫାଙ୍କା ଥା’ନ୍ତି ସେ ସମୟରେ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସୂର୍ଯ୍ୟବଂଶମ୍‌’ ଫିଲ୍ମକୁ ବାରମ୍ବାର ଦେଖନ୍ତି। ଯେତେ ଦେଖିଲେ ବି ଏହି ଫିଲ୍ମ ତାଙ୍କୁ ନୂଆ ନୂଆ ଲାଗେ ବୋଲି ସେ କୁହନ୍ତି। ଏହି ଫିଲ୍ମରୁ ଅନେକ କିଛି ଶିକ୍ଷା ମିଳେ। ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଅଭିନୟ ଦେଖି ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ୍‌ ହୋଇଯାଇଥିଲି ବୋଲି ରୋହିତ୍‌ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀଙ୍କ ବଡ଼ ସୂଚନା: ଚେନ୍ନାଇ, ମଦୁରାଇରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌

ଚେନ୍ନାଇ, ୨୮ା୩: ଚେନ୍ନାଇ ଓ ମଦୁରାଇରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ହକି ଇଣ୍ଡିଆ ସଭାପତି...

ଜାତୀୟ ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର

ବେଙ୍ଗାଲୁରୁ, ୨୮ା୩: ଗୁରିନ୍ଦରବୀର ସିଂ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସେ ୧୦.୨୦ ସେକେଣ୍ଡ ଟାଇମିଂରେ ପୁରୁଷ ୧୦୦...

IPL 2025: CSK ପାଇଁ ବିପଦ ସାଜିଲେଣି ଧୋନୀ?

ନୂଆଦିଲ୍ଲୀ,୨୮।୩: ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏମଏସ ଧୋନି କୌଣସି ଭଗବାନଙ୍କଠାରୁ କମ ନୁହଁନ୍ତି। ଧୋନିଙ୍କ ଯୋଗୁଁ ହିଁ ସାରା ବିଶ୍ୱର ପ୍ରଶଂସକ ଚେନ୍ନାଇ...

ବଡ଼ ଖବର: କୋହଲିଙ୍କ ଦରମାରୁ କଟିବ ୮କୋଟି ଟଙ୍କା, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୮।୩: ବିରାଟ କୋହଲି IPLର ଜଣେ ଷ୍ଟାର ଖେଳାଳି। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏକ ବଡ଼ ପ୍ରଭାବ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)...

୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର

ଚେନ୍ନାଇ,୨୮।୩: ଫ୍ୟାନ ଫଲୋଇଂ ଦୃଷ୍ଟିରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)ଅନ୍ୟ ସମସ୍ତ ଆଇପିଏଲ ଦଳଠାରୁ ବହୁତ ଆଗରେ। କିନ୍ତୁ ଟାଇଟଲ ଦୃଷ୍ଟିରୁ, RCB ପଛରେ ପଡ଼ିଥିବା ପରି...

ବଡ଼ ରେକର୍ଡ ହାସଲ କଲେ ପ୍ୟାଟ କମିନ୍ସ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ(SRH) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏହି ସିରିଜରେ ଏହା SRH ଦଳର ପ୍ରଥମ ପରାଜୟ ଥିଲା।...

Nicholas Pooran ହେଲେ ଆଇପିଏଲ ୨୦୨୫ର ‘କିଙ୍ଗ’, SRH vs LSGରେ କଲେ ୫ ରେକର୍ଡ

ନୂଆଦିଲ୍ଲୀ,୨୮।୩: ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଆଇପିଏଲ ୨୦୨୫ର ଦ୍ରୁତତମ ଅର୍ଦ୍ଧଶତକ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚରେ ପୁରନ ବ୍ୟାଟ...

ଖରାପ ପ୍ରଦର୍ଶନ ପାଇଁ ଖୁବ୍‌ ଟ୍ରୋଲ ହେଉଛନ୍ତି ପନ୍ତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ନଥିଲା। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ ରନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image