Posted inଜାତୀୟ

୪୪ ଏମ୍‌ପି, ୧୪୩ ବିଧାୟକଙ୍କ ନାମରେ ଆପରାଧୀକ ମାମଲା

ଲକ୍ଷ୍ନୌ, ୯।୭: ଦେଶରେ ଆପରାଧୀକ ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୧୪୩ଜଣଙ୍କ ନାମରେ ଏକାଧିକ ଆପରାଧୀକ ମାମଲା ରହିଛି। ସେହିପରି ୮୦ ଏମ୍‌ପିଙ୍କ ମଧ୍ୟରୁ ୪୪ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମଧ୍ୟ ଅପରାଧ ମୁକ୍ତ ନୁହେଁ। କ୍ୟାବିନେଟ୍‌ର ୨୫ ମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ନାମରେ ଗୁରୁତର ଆପରାଧୀକ ମାମଲା ରହିଛି। ଏଭଳି ମାମଲା ରହିଥିବା ବିଧାୟକଙ୍କ ମଧ୍ୟରେ ଭାଜପାର ୧୧୪, ସମାଜବାଦୀ ପାର୍ଟିର ୧୪, ବହୁଜନ ସମାଜବାଦୀ ପାର୍ଟିର ୫ ଏବଂ କଂଗ୍ରେସର ଜଣେ ରହିଛନ୍ତି। ସେହିପରି ଏମ୍‌ପିଙ୍କ ମଧ୍ୟରୁ ଭାଜପାର ୩୫, ବହୁଜନ ସମାଜବାଦୀ ପାର୍ଟିର ୫ ଏବଂ ସମାଜବାଦୀ ପାର୍ଟିର ୨ ଜଣଙ୍କ ନାମରେ ଏକାଧିକ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Jioକୁ ଝଟ୍‌କା ଦେବେ ଏଲନ ମସ୍କ! ୮୦ରୁ ୯୦ଗୁଣ ଅଧିକ ରହିବ ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ,୧୯।୩: ଭାରତରେ ଇଣ୍ଟରନେଟ ସ୍ପିଡ ଓ କନେକ୍ଟିଭିଟି ନିରନ୍ତର ଉନ୍ନତ ହେବାରେ ଲାଗିଛି। ଏବେ ଏହି ପରିବର୍ତ୍ତନରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।...

ବଡ଼ ଖବର: ଏଣିକି ସପ୍ତାହକୁ ୫ଦିନ ଖୋଲିବ ବ୍ୟାଙ୍କ୍‌?

ନୂଆଦିଲ୍ଲୀ,୧୯।୩: ଏଣିକି ସପ୍ତାହକୁ ପାଞ୍ଚ ଦିନ ରହିପାରେ ବ୍ୟାଙ୍କର କାର୍ଯ୍ୟକାଳ। ଏନେଇ ବଡ଼ ନିଷ୍ପତ୍ତି ଆସିପାରେ। ଭାରତରେ, ବ୍ୟାଙ୍କ କର୍ମଚାରୀମାନେ ସପ୍ତାହରେ ପାଞ୍ଚ ଦିନ (ସୋମବାରରୁ...

ବନ୍ଦ ଫ୍ଲାଟ୍‌ରୁ ୮୦ କୋଟିର ସୁନା ଜବତ: ଜାଣନ୍ତୁ କେଉଁଠୁ ଆସିଲା ଏତେ ସୁନା

ଅହମଦାବାଦ, ୧୯ା୩:ସୁନା ଚୋରାଚାଲାଣ ବିରୋଧରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଓ ଗୁଜରାଟର ଆଣ୍ଟି ଟେରୋରିଜମ୍‌ ସ୍କ୍ବାଡ୍‌(ଏଟିଏସ୍‌)କୁ ସଫଳତା ମିଳିଛି। ଅହମଦାବାଦର ପାଲଡ଼ି ଅଞ୍ଚଳରେ ଥିବା ଏକ...

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପୋଷ୍ଟର ଓ୍ବାର, ଭାଜପାକୁ ତାରି ଭାଷାରେ ଜବାବ ଦେଲା ଟିଏମସି

କୋଲକାତା,୧୯।୩: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ସରଗରମ ତୀବ୍ର ହୋଇଛି। ଏବେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ପୋଷ୍ଟର...

ଭାରତ ଆସି ଇଟାରେ ଓ୍ବିକେଟ କରି କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୩: ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ଦିଲ୍ଲୀରେ ପିଲାମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଥିବାର ଦେଖାଯାଇଥିଲା। ତାଙ୍କୁ...

ମଣିପୁର ହିଂସାରେ ପୀଡିତଙ୍କୁ ଭେଟିବେ ସୁପ୍ରିମକୋର୍ଟର ୫ ବିଚାରପତି, କଂଗ୍ରେସ କହିଲା…

ନୂଆଦିଲ୍ଲୀ,୧୯।୩: ମଙ୍ଗଳବାର କଂଗ୍ରେସ ସୁପ୍ରିମକୋର୍ଟର ଛଅ ଜଣ ବିଚାରପତିଙ୍କ ମଣିପୁର ଗସ୍ତ ନିଷ୍ପତ୍ତିକୁ ସ୍ବାଗତ କରିଛି। ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) କହିଛି ଯେ...

କେମିତି ତିଆରି ହୁଏ ଆଧାର କାର୍ଡ, କେଉଁମାନେ କରିପାରିବେନି ଆପ୍ଲାଏ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ନୂଆଦିଲ୍ଲୀ,୧୯।୩: ଆଧାର କାର୍ଡ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଅନନ୍ୟ ପରିଚୟ ପତ୍ର, ଯାହାର 12 ଅଙ୍କ ଏବଂ ବାର କୋଡରେ ଆପଣଙ୍କ...

ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି, ପୁରୁଣା ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ଦଳର ସଫଳ ପ୍ରତ୍ୟାବର୍ତ୍ତନ ଉପରେ ଖୁସି ପ୍ରକାଶ କରିଛନ୍ତି। ସେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image