Categories: Video

Crowds jostle for Barabati ODI ticket | ଟିକେଟ ପାଇଁ ବାରବାଟୀରେ ଠେଲାପେଲା

With India-West Indies ODI series at a tie with one victory for each team, the excitement for the last and final match is at a fever pitch among cricket fans. Thousands of people were seen queuing up in long lines since Wednesday night to get a ticket from offline sales for the decisive match scheduled to be held at Cuttack’s Barabati stadium. As the counters opened, people were seen jostling for tickets leading to police intervention.

ଆସନ୍ତା ୨୨ରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ୩ୟ ଏକଦିବସୀୟ ମ୍ୟାଚ୍‌ ଲାଗି କାଉଣ୍ଟରରେ ଗୁରୁବାରଠୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଟିକେଟ ନେବା ଲାଗି ଶହ ଶହ କ୍ରିକେଟ ପ୍ରେମୀ ବାରବାଟୀ କାଉଣ୍ଟର ଆଗରେ ଗତକାଲି ରାତିରୁ ଅନିଦ୍ରା ରହି ଧାଡି ଲଗାଇଥିବା ବେଳେ ଆଜି ୫,୬,୭ କାଉଣ୍ଟର ସମ୍ମୁଖରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।