Posted inଜାତୀୟ

ସିଆରପିଏଫରେ ୫ବର୍ଷ ଭିତରେ ୨୩୦ଜଣ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୧୯।୮: ଦେଶର ସର୍ବବୃହତ କେନ୍ଦ୍ରୀୟ ସାମରିକ ବାହିନୀ ସିଆରପିଏଫର ଦୁଇ ଯବାନ ଗତ ୭୨ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ଏହି ଦୁଇ ଯବାନଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଓ ଅନ୍ୟଜଣେ ନିଜ ରାଇଫଲରେ ନିଜକୁ ଗୁଳି ଚଳାଇଥିବାର ମାମଲା ଦେଖିବାକୁ ମିଳିଥିଲା। ଆସାମରେ ଯବାନ ଚିତ୍ତରଂଜନ ବାରୋଙ୍କ ମୃତଦେହ ସିଆରପିଏଫର ୨୦ ବାଟାଲିୟନର ମୁଖ୍ୟାଳୟ କ୍ୟାମ୍ପସରେ ଫ୍ୟାନରୁ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ସେତେବେଳେ ତାଙ୍କର ହାତ ଓ ପାଦ ବନ୍ଧା ହୋଇଥିଲା। ତେବେ ଉଭୟ ମାମଲାର ତଦନ୍ତ ଚାଲିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସିଆରପିଏଫରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୨୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ସେହିପରି କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଗତ ପାଞ୍ଚ ବର୍ଷ ଭିତରେ ୬୫୪ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ

ନୂଆଦିଲ୍ଲୀ,୨୯।୧୨(ପି.ଟି.): ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ମାସେ ହେଲା ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲଙ୍କ ଜୀବନ ଓ ସ୍ବାସ୍ଥ୍ୟାବସ୍ଥାକୁ ନେଇ...

କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍‌ ପରିବହନ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍‌ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା...

ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…

ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି।...

‘ଗାନ୍ଧିଜୀ ଯେଉଁଠି ଅଛନ୍ତି, ସେଇଠି ପହଞ୍ଚିଯିବ,’ଭୋଜପୁରୀ ଗାୟିକାଙ୍କୁ କାହିଁକି ମିଳୁଛି ଧମକ

ପାଟନା/ମୁମ୍ବାଇ,୨୮।୧୨: ବିହାରର ରାଜଧାନୀ ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ବାପୁ ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରସିଦ୍ଧ...

ମନମୋହନଙ୍କୁ ଭାଜପା ନୁହେଁ ବରଂ କଂଗ୍ରେସ ହିଁ ଅଧିକ ଅପମାନିତ କରିଛି: ସମ୍ବିତ ପାତ୍ର

ଭୁବନେଶ୍ୱର,୨୮।୧୨: ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ନାଁରେ ସ୍ମାରକୀ ଦାବି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ସ୍ମାରକୀ ପ୍ରତିଷ୍ଠା ଲାଗି...

ମନମୋହନ ସିଂଙ୍କ ଅନ୍ତିମ ଯାତ୍ରାରେ ଏମିତି କ’ଣ କଲେ ରାହୁଲ, ଯାହା ଏବେ ହେଉଛି ଭାଇରାଲ?

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷ ବିଦାୟ ଶନିବାର (ଡିସେମ୍ବର ୨୮, ୨୦୨୪) କରାଯାଇଥିଲା। ଶେଷ ବିଦାୟ ସମୟରେ ରାହୁଲ ଗାନ୍ଧୀଙ୍କ ଅନେକ...

ଚାଇନାକୁ ଦମ ଦେଖାଇଲା ଭାରତ! ୧୪୦୦୦ଫୁଟ ଉପରେ ଲଗାଇଲା ଶିବାଜୀଙ୍କ ବିଶାଳ ପ୍ରତିମା

ନୂଆଦିଲ୍ଲୀ,୨୮।୧୨: ଭାରତ ପୁଣି ଥରେ ଚାଇନାକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ସେନା ଲଦାଖରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛି।...

‘ମୋଦି ସରକାର କରିଛନ୍ତି ଅପମାନ’, ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଗିଲେ ରାହୁଲ

ନୂଆଦିଲ୍ଲୀ,୨୮।୧୨: ଅର୍ଥନୈତିକ ସଂସ୍କାରର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶନିବାର (୨୮ ଡିସେମ୍ବର ୨୦୨୪)ରେ ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନରେ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri