Categories: ଖେଳ

ଜିତିବାକୁ ହେଲେ ସିଏସକେକୁ କରିବାକୁ ପଡ଼ିବ ୧୭୬ ରନ୍‌, ଟାର୍ଗେଟ୍‌ ଦେଲା ଆରଆର

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର) ମଧ୍ୟରେ ଖେଳାଯାଉଛି।
ଧୋନିଙ୍କ ନେତୃତ୍ୱରେ ସିଏସକେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଆରଆର ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ୨୦ ଓଭରରେ ଆରଆର ୮ ଉଇକେଟ୍‌ ହରାଇ ୧୭୫ ରନ୍‌ କରିଛି। ଫଳରେ ସିଏସକେ ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍‌ ରହିଛି।

 

Share