Categories: ଖେଳ

ଆରସିବିକୁ ହରାଇ ସିଏସକେର ଦମଦାର ବିଜୟ…..

ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି)କୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିଜୟୀ ହୋଇଛି।

ସିଏସକେ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ୍‌ କରିଥିଲା। ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ୨୨୭ ରନ ରହିଥିଲା।

ତେବେ ଧାର୍ଯ୍ୟ ୨୨୭ ରନ ଲକ୍ଷ୍ୟର ପିଛା କରି ଆରସିବି ୨୦ ଓଭରରେ ୮ଉଇକେଟ୍ ହରାଇ ୨୧୮ ରନ କରିଛି।ଫଳରେ ସିଏସକେଠାରୁ ୮ରନରେ ପରାସ୍ତ ହୋଇଛି।

Share