Categories: ଖେଳ

ଟସ ଜିତିଲା ସିଏସକେ ପ୍ରଥମେ ବ୍ୟାଟିଂ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ସିଏସକେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଏମଲସ ଧୋନିଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ସେହିପରି ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପିବିକେଏସ ଦଳ ବୋଲିଂ ଆରମ୍ଭ କରିଛି।

Share