Categories: Video

Cure for acidity and gastritis | ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ତାର ପ୍ରତିକାର

If you have stomach pain, stomach discomfort, bloating, or distention, this video is for you. Our fast-paced lives often make us compromise on our health. We eat at odd hours and often skip meals. But these can lead to acidity which causes severe discomfort and may even give rise to gastric ulcers. Watch the video to know how to avoid falling prey to acidity.

ବର୍ତ୍ତମାନ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଏମିତି ଅଛନ୍ତି ଯେଉଁମାନେ ଗ୍ୟାସ୍,ଏସିଡିଟି, ଏବଂ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେମିତିକି ପେଟ ଏବଂ ଛାତି ଜଳାପୋଡା ହେବା, ଖଟା ହାକୁଟି ଆସିବା, ପେଟ ଫୁଲିବା ,କିମ୍ବା ପେଟ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଏସିଡିଟି ହେଲେ ଦେଖାଦେଇଥାଏ। ଯାହାକୁ ଆମେ ସାଧାରଣ ଭାବି ଅଣଦେଖା କରିଥାଉ। କିନ୍ତୁ ଯଦି ଏଭଳି ସମସ୍ୟା ବାରମ୍ବାର ହେବାକୁ ଲାଗେ, ଏହା ଏକ ଗମ୍ଭୀର ରୋଗ ହୋଇପାରେ। ତେବେ ଆସନ୍ତୁ ଜାଣିବା ଗ୍ୟାଷ୍ଟ୍ରିକ୍ ର ଲକ୍ଷଣ ଏବଂ ନିରାକରଣ ବିଷୟରେ ..