Posted inVideo

Cyclone ‘Amphan’ closes in | ଆସୁଛି ବାତ୍ୟା ଅମ୍ଫନ

Featured Video Play Icon

କରୋନା ବିପତି ପାଇଁ ସାରା ରାଜ୍ୟ ଚିନ୍ତିତ ଥିବା ବେଳେ ଉପକୂଳ ଓଡ଼ିଶା ପାଇଁ ଅନ୍ୟ ଏକ ବିପଦର ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ ଝଡ ଅମ୍ଫନ । ଦକ୍ଷିଣ ପୂର୍ବ-ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri