ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ , କିଛି ଘଣ୍ଟା ପରେ ଗଭୀର ଅବପାତର ରୂପ ନେବ । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଗୁଲାବ ଘଣ୍ଟା ପ୍ରତି ୧୪ କଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହୋଇଛି । ତେବେ ଯାହା ଆକଳନ କରାଯାଉଛି ୨୬ ତାରିଖ ସୁଦ୍ଧା ସ୍ଥଳଭାଗ ବାତ୍ୟା ଛୁଇଁପାରେ ।