Categories: Video

୯ରେ ବାତ୍ୟା !

ସାମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା । ପ୍ରେସମିଟ୍ କରି ସାମ୍ଭାବ୍ୟ ବାତ୍ୟାନେଇ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ, ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଆସନ୍ତା ୯ ତାରିଖ ବେଳକୁ ବାତ୍ୟାର ରୂପନେଇ ପାରେ ।