ସମ୍ଭାବ୍ୟ ବାତ୍ୟା ୟାସ ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେଣୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ବାଲେଶ୍ୱର ଜିଲା ପ୍ରଶାସନ। ଆଗାମୀ ୩ଦିନ ପାଇଁ ପିଇବା ପାଣି ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ।