ସନ୍ଧ୍ୟାରେ ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୩। ୬(ଅଜିତ ମହାନ୍ତି): ଜନ୍ମ ବେଦୀରେ ତିନି ଠାକୁରଙ୍କ ଦର୍ଶନ ଲାଗି ଭକ୍ତଙ୍କ ଜନସମାଗମ ହେଉଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଯୋଗୁ ଦର୍ଶନ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ସମୟରେ ଦର୍ଶନ କଟକଣା ରହିବ ବୋଲି ସୂଚନା ମିଳିଛି।

Share